Sri Sri Laxmi Maa

ଆସୁରିକ ଶକ୍ତିର ନିଧନାର୍ଥେ ଯୁଗେଯୁଗେ ପରମପୁରୁଷ ଏହି ଧରାଧାମରେ ଅବତିର୍ଣ୍ଣ ହୁଅନ୍ତି, ତାଙ୍କ ବାସ୍ତବ ଇଛାର ବାସ୍ତବ ରୂପ ପ୍ରଦାନ କରିବା ପାଇଁ ପରମା ପ୍ରକୃତିଙ୍କୁ ଲୀଳାସଙ୍ଗିନୀ କରି ନେଇ ଆସନ୍ତି ।

ଆମ ପରମାରାଧ୍ଯା ଶ୍ରୀ ଶ୍ରୀ ବଡମା ହେଲେ ସେଇ ଆଦ୍ୟାଶକ୍ତି । ତାଙ୍କର ସମସ୍ତ ଜୀବନ ପରମ ଦୟାଲ ଶ୍ରୀଶ୍ରୀ ଠାକୁର ଏବଂ ତାଙ୍କ ଆଦର୍ଶକୁ ସର୍ବତୋଭାବରେ ପରିପୂରଣ କରିବାରେ ବିନିଯୁକ୍ତ । ଶ୍ରୀଶ୍ରୀ ଠାକୁର ହିଁ ଥିଲେ ତାଙ୍କ ଜୀବନରେ ଧ୍ୟାନ-ଜ୍ଞାନ-ସାଧନା, ତାହା ପରମ ଦୟାଲ ନିଜେ ହିଁ ବ୍ୟକ୍ତ କରିଛନ୍ତି-ବଡ-ବୌ ,କେତେ କଷ୍ଟ ଯେ ସହ୍ୟ କରେ-ସେଇଥିପାଇଁ ତ ସେ ବଡବୌ ।







Post a Comment

0 Comments